ଓରିଏଣ୍ଟ: ଓପିଏମ ସୁଇମିଙ୍ଗ ପଡ଼ିଆରେ ୨୬ ଓ ୨୭ ତାରିଖରେ ଆୟୋଜିତ ହେବାକୁଥିବା ବ୍ରଜରାଜନଗର ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ