କୋରାପୁଟ ସହର: କୋରାପୁଟ ବିଶ୍ୱାସରାୟ କମ୍ପ୍ଲେକ୍ସର ସୁରକ୍ଷା ଯାଞ୍ଚ୍ କଲେ ପୁର୍ତ ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ
କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱାସରାୟ କମ୍ପ୍ଲେକର ସୁରକ୍ଷା ଯାଞ୍ଚ୍ କରିବା ପର୍ଯ୍ୟନ୍ତ ପ୍ରବେଶ ସହ ବ୍ୟବସାୟ ନିଷେଧ କରିଥିବା ବେଳେ ଆଜି ଦିନ ୨ଟା ସମୟରେ ପୁର୍ତ ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶୁଭକାନ୍ତ ବାରିକ୍ କମ୍ପ୍ଲେକ୍ସ ର ସ୍ଥିତି ଅନୁଧ୍ୟାନ କରିଛନ୍ତି। କମ୍ପ୍ଲେକ୍ସର ପ୍ରତୈକ ଷ୍ଟଲ୍ ବୁଲି ସୁରକ୍ଷା ଯାଞ୍ଚ୍ କରିଛନ୍ତି ।