ପୁରୀ ମ୍ୟୁନିସିପାଲଟି: କୃଷ୍ଣପ୍ରସାଦ ବ୍ଲକରେ ଚିନା ବାଦାମ ଚାଷୀଙ୍କ ସମସ୍ୟା ନେଇ ନୂଆଦିଲ୍ଲୀରେ କୃଷି ମନ୍ତ୍ରୀ ଙ୍କୁ ଭେଟିଲି ପୁରୀ ସାଂସଦ
Puri M, Puri | Jul 15, 2025
ପୁରୀ ଲୋକସଭାର କୃଷ୍ଣପ୍ରସାଦ ବ୍ଲକରେ ଚିନାବାଦାମ ଚାଷ କରୁଥିବା ଆମର ଚାଷୀ ଭାଇମାନଙ୍କ ସମସ୍ୟା ସମ୍ପର୍କରେ ନୂଆଦିଲ୍ଲୀରେ ମାନ୍ୟବର କୃଷି ଏବଂ...