ଭଦ୍ରକ ଗ୍ରାମାଞ୍ଚଳ: ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଜଳାଭିଷେକ କଲେ କାଉଡ଼ିଆ ଭକ୍ତ
Bhadrak Rural, Bhadrak | Jul 14, 2025
ତେବେ ସକାଳୁ ପ୍ରଥମେ ବାବା ଆଖଣ୍ଡଳମଣୀ ଙ୍କ ନୀତି ଅନୁଯାୟୀ ପୂଜା ପାଠ କରାଯିବା ପରେ କାଉଡ଼ିଆ ମାନେ ଜଳାଭିଷେକ କରିଥିଲେ। ବହୁ ଦୂର ଦୁରାନ୍ତରୁ...