ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ
ଆଜି ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଦିନ ପ୍ରାୟ 10 ଟା ରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭମୂ, ସମ୍ବଲପୁର ମହାନଗର ନିଗମ ର ଆରକ୍ଷୀ ଅଧିକ୍ଷକ ରେହାନ କ୍ଷତ୍ରି, ଉପସ୍ଥିତ ଥିଲେ l କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଯେତେବେଳେ ଦେଶ ଗୋଟେ ସଠିକ ନେତୁତ୍ଵ ର ଦିଗଦର୍