ରେଢାଖୋଲ: ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ , ମା ପୁଅ ମୃତ
ସମ୍ବଲ
ଡିମିରିକୁଦା ଗ୍ରାମର ନିକଟରେ ଅଜଣା ଗାଡ଼ି ଧକ୍କାରେ , ମା ପୁଅ ମୃତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଡିମିରିକୁଦା ଗାଁ ନିକଟରେ ଘଟିଛି ଅଭାବନୀୟ ଘଟଣା , ରବିବାର ସଂଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି । ମୃତ ମାନେ ହେଲେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ଗ୍ରାମର ମା ମଞୁ ମାଝୀ ଓ ପୁଅ ମନୋଜ ମାଝୀ । ଗତ ୧ ବର୍ଷ ହେବ ମନୋଜ ମାଝୀ ବିବାହ କରିଥିଲେ , ତାଙ୍କ ସ୍ତ୍ରୀ ୯ ମାସର ଗର୍ଭବତୀ ଅଛନ୍ତି ତେଣୁ ତାଙ୍କୁ ଡାକ୍ତର କୁ ଦେଖାଇ ଶାଶୁ ଘର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ରେ ଛାଡି ମା ପୁଅ ଦୁହେଁ ବାଇକ ଯୋଗେ ନିଜ ଘର ପିପଲିକାନ