ଢେଙ୍କାନାଳ ସଦର: ଓକିଲ ସଂଘ ଓ ପୋଲିସ ବିବାଦକୁ ନେଇ ଏସପିଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ଓକିଲ ସଂଘର ସଭାପତିଙ୍କ ପ୍ରତିକ୍ରିୟା
ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା । ସେହି ବିବାଦକୁ ନେଇ ଆଜି ଦିନ ୧ଟାରେ ଏସପିଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ଓକିଲ ସଂଘର ସଭାପତିଙ୍କ ପ୍ରତିକ୍ରିୟାରେ ଯାହା ପ୍ରକାଶ କରିଛନ୍ତି।