DATE-18.11.25 PLACE- UMERKOTE ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସ ର ସପ୍ତମ ଶ୍ରେଣୀ ଛାତ୍ରୀ ଭବାନୀ ହରିଜନ ଙ୍କ ମୃତ୍ୟୁ ଘଟଣା ନେଇ ଉପଖଣ୍ଡ ଚିକିତ୍ସାଳୟରେ ଉତେଜନା । ଆଜି ମୃତ୍ୟୁ ଛାତ୍ରୀଙ୍କ ପରିବାର ସହ ଉମରକୋଟ ବିଜେଡ଼ି ଏବଂ କଂଗ୍ରେସ କର୍ମୀ ଉପଖଣ୍ଡ ଚିକିତ୍ସାଳୟ ସାମ୍ନାରେ ଧାରଣା ଦେବା ସହ ଅବହେଳା କରିଥିବା କର୍ମଚାରୀ ଙ୍କୁ ବହିଷ୍କାର ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଛନ୍ତି । ବାରମ୍ବାର ବୁର୍ଜା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ପ୍ରତୀ ଅବହେଳା ଅଭିଯୋଗ