Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ଏସପି ଅଫିସ ଘେରାଉ କଲେ ବରଗଡ଼ର ବିଜୁ ମହିଳା ଜନତା ଦଳ

ବରଗଡ଼ ଏସପି ଅଫିସ ଘେରାଓ କଲେ ବିଜୁ ମହିଳା ଜନତା ଦଳ | ବୁଧବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଆଗ୍ରଗାମୀ ଯୁବକ ସଂଘ ଠାରୁ ଏକ ରାଳୀରେ ବାହାରି ଏସପି ଅଫିସ ପହଞ୍ଚି ଥିଲେ | ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀୟ, ପୂର୍ବତନ ବିଧାୟିକା ରିତା ସାହୁ, ପୌରପରିଷଦ ଅଧକ୍ଷା କଳ୍ପନା ମାଝୀଙ୍କ ସମେତ ବହୁ ମହିଳା ଉପସ୍ଥିତ ରହି ପିଜେପି ସରକାର ଉପରେ ଗର୍ଜିଥିଲେ | ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଏକ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା |

MORE NEWS