ସୁନ୍ଦରଗଡ ସହର: ସୁର୍ଗୁଡ଼ା ନଦୀ ଖଣ୍ଡିରେ 540ଟି ଗଛ ଲଗାଇ ଅଞ୍ଚଳବାସୀ ପାଳିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ
ଆଜି ସେପ୍ଟେମ୍ୱର 17 ତାରିଖ ବୁଧବାର ପୂର୍ବାହ୍ନ 11 ଟାରେ ଅଞ୍ଚଳବାସୀ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନକୁ ଅଧିକ ଯୁଗ ପ୍ରସାରି କରିବା ନେଇ ମାନ୍ୟବର ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି ପଞ୍ଚଶିଳା ବାରିକଙ୍କ ଉପସ୍ଥିତିରେ ଲଗାଇଛନ୍ତି 540 ଗୋଟି ବିଭିନ୍ନ କିସମର ଫଳ ଚାରା। ସୂର୍ଗୁଡ଼ା ନଦୀ କୂଳକୁ ଲାଗି ରହିଥିବା ଖେଳ ପଡ଼ିଆର ଚାରି ପଟେ ଏହି ଚାରା ରୋପଣ କରିଛନ୍ତି। ପୃଥିବୀ ବା ଜନ୍ମ ମାଟିକୁ ସୁସ୍ଥ ଓ ସୁରକ୍ଷିତ ରଖିବ ସହ ଆଗମୀ ପିଢ଼ି ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଗଚ୍ଛିତ ରଖିବା।