ବୀରମିତ୍ରପୁର: ବାଗଡେଗା ଗ୍ରାମପଞ୍ଚାୟତର ଟାଙ୍ଗରପାଲି ଗ୍ରାମରେ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ସଫା କଲେ ନୂଆଗାଁ ଅଗ୍ନିଶମ ବିଭାଗ।
Biramitrapur, Sundargarh | Jul 9, 2025
ବାଗଡେଗା ଗ୍ରାମପଞ୍ଚାୟତର ଟାଙ୍ଗରପାଲି ଗ୍ରାମରେ ନୂଆଗାଁ ଅଗ୍ନିଶମ ବିଭାଗ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ସଫା...