ଟିଟିଲାଗଡ: ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ବନ୍ଧ୍ୟା କରଣ ଅସ୍ତ୍ରୋପଚାର ସମୟରେ ଅନ୍ତନଳିରେ ବାଜିଲା ବ୍ଲେଡ୍, ରୋଗୀଙ୍କ ଅବସ୍ଥା ସ୍ଥିର।
Titlagarh, Balangir | Jul 18, 2025
ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ରୋଗୀ ଖାସି ଦେବାରୁ ଅନ୍ତନଳୀରେ ବାଜିଲା ବ୍ଲେଡ - ସ୍ୱାସ୍ଥ୍ୟ ବସ୍ଥା...