ପୁରୀ ମ୍ୟୁନିସିପାଲଟି: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ଖଳା ରେ ତିନି ରଥ ର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିବା କାର୍ଯ୍ୟ ଶେଷ ହୋଇଛି l