ଝାରସୁଗୁଡା: ଷ୍ଟପ, ଭେରିଫାଏ ଏଣ୍ଡ ବି ସିକୁଓର ପନ୍ଥା ଅଵଲମ୍ବନ କରି ସାଇବର କ୍ରାଇମ ରୋକିବାକୁ ଝାରସୁଗୁଡାରେ ପ୍ରତିକ୍ରିୟା ଦେଲେ ଝାରସୁଗୁଡା SP
ଷ୍ଟପ, ଭେରିଫାଏ ଏଣ୍ଡ ବି ସିକୁଓର ପନ୍ଥା ଅବଲମ୍ବନ କରି ସାଇବର କ୍ରାଇମରୁ ସୁରକ୍ଷିତ ରହିବା ପାଇଁ ଝାରସୁଗୁଡାରେ ପ୍ରତିକ୍ରିୟା ଦେଲେ ଝାରସୁଗୁଡା ଏସପି ଗୁନ୍ଦଲା ରାଘବେନ୍ଦ୍ର ରେଡ୍ଡୀ l ଆଜି ସକାଳ ୯ ଟାରେ ପ୍ରତିକ୍ରିୟା ଦେଇ ସାଇବର କ୍ରାଇମ କିପରି ରୋକି ହେବ, ସାଇବର ଠକେଇରୁ କିପରି ସୁରକ୍ଷିତ ରହିହେବ ସେନେଇ ଅବଗତ କରିଛନ୍ତି l ଅସୁରକ୍ଷିତ ଲିଙ୍କ କୁ ନ ଖୋଲିବା ତଥା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଉପରେ ଅବଗତ କରାଇଛନ୍ତି l