ପୁରୀ ମ୍ୟୁନିସିପାଲଟି: ପୁରୀ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପ୍ରଥମକରି ଲଞ୍ଚ ହୋଇଛି ପୁରୀ ମ୍ୟୁନିସିପାଲଟି ର ନୂଆ ଏକକ ଆପ ଶ୍ରୀ ଜଗନ୍ନାଥ ଧାମ ଆପ l