ବିଦ୍ୟାଳୟ ର ଚତୁର୍ଥ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ କୁର୍ତ୍ତିବାସ ପୁର ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି କ୍ରୀଡା ସକାଳ 10 ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ରେ ସମାପ୍ତ ହୋଇ ଥିଲା lଦିନି କିଆ ଏହି କ୍ରୀଡା କୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ କ୍ରୀଡା ଦ୍ୱାରା ଛାତ୍ରୀ ଛାତ୍ର ମାନେ ସେମାନ ଙ୍କର ପରିଚୟ ସୃଷ୍ଟି କରି ପାରିବା ସହ ଶlରରିକ ମାନସିକ ବୌଦ୍ଧିକ ର