ଜି ଉଦୟଗିରି: ଜି ଉଦୟଗିରି ଆହାର କେନ୍ଦ୍ର ପରିଦର୍ଶନ କଲେ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ।ସେ ପହଞ୍ଚି ସେଠାରେ କାର୍ଯ୍ୟରତ କର୍ମ ଚାରି ମାନଙ୍କ ସହ ଆଲୋଚନା
ଜି ଉଦୟଗିରି ଆହାର କେନ୍ଦ୍ର ପରିଦର୍ଶନ କଲେ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ।ସେ ପହଞ୍ଚି ସେଠାରେ କାର୍ଯ୍ୟରତ କର୍ମ ଚାରି ମାନଙ୍କ ସହ ଆଲୋଚନା କରିଥିଲେ।ଏହି ସମୟରେ ବରିଷ୍ଟ ବିଜେପି ନେତା ମାନେ ଉପସ୍ଥିତ ରହିଥିଲେ।ସେଠାରେ ଖାଦ୍ୟ ଖାଉଥିବା ଲୋକ ମାନଂକ ସହ ଆଲୋଚନା କରିଥିଲେ।