କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଆମ୍ବିଳା ପଲ୍ଲୀ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭ ଉଦ୍ଧଘାଟନ କରିଛନ୍ତି ପୌରପରିଷଦ ଭାରପ୍ରାପ୍ତ ଅଧକ୍ଷ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆମ୍ବିଳା ପଲ୍ଲୀ ଠାରେ ଆୟୋଜିତ ହୋଇଥିବା ସାଂସ୍କୁତିକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଧଘାଟନ କରିଛନ୍ତି କବିସୂର୍ଯ୍ୟନଗର ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରାନ୍ତ କୁମାର ସାହୁ. ଗ୍ରାମଞ୍ଚଳ ରେ କଳା ଓ ସଂସ୍କତିକୁ ବଞ୍ଚାଇ ରଖିଥିବା ଗ୍ରାମବାସୀ ଙ୍କୁ ପ୍ରଶଂସା କରିବା ସହ ଆଜିର କାର୍ଯ୍ୟକ୍ରମ କୁ ଶାନ୍ତି ରେ ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି.