ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ର ହରିଡାପାଟୁ ଗ୍ରାମ ରେ ଜର ଆତଙ୍କ ଦେଖାଦେଇଛି । ପହଁଚିଲା ଡାକ୍ତର ଦଳ ।
Chikiti, Ganjam | Nov 11, 2025
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ର ହରିଡାପାଟୁ ଗ୍ରାମ ରେ ଜର ଆତଙ୍କ ଦେଖାଦେଇଛି । ଏହି ଜର ରେ ଅନେକ ଆକ୍ରାନ୍ତ ହୋଇଥିବାର ଖବର ମିଳିଥିବା ବେଳେ ଆଜି ଦିନ 10 ଟାରେ ଉକ୍ତ ଗ୍ରାମ ରେ ସ୍ଵାସ୍ଥ୍ୟ ବିଭାଗ ର ଟିମ ପହଁଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି । ଏଥିସହ ଲୋକଙ୍କୁ ସଚେତନ କରିଥିବା ଜଣା ପଡିଛି ।