ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ହସ୍ପିଟାଲ ଛକ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ରେ ଜଣେ ବାଇକ୍ ଚାଳକ କୁ ଧରି ଥାନାରେ ଅଟକ ରଖିଥିବା ସୂଚନା
ସୁନ୍ଦରଗଡ ରବିବାର ସଂଧ୍ୟା ୬ ଟା ସମୟରେ ଟାଉନ ଥାନା ପୋଲିସ ହସ୍ପିଟାଲ ଛକ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ରେ ଜଣେ ବାଇକ୍ ଚାଳକ କୁ ଧରି ଥାନାରେ ଅଟକ ରଖିଥିବା ସୂଚନା ଓ ଜରିମାନା ଲଗାଇ ଥିବା ସୂଚନା