ଢେଙ୍କାନାଳ ସଦର: ନହଲ ପ୍ରସାଦ ଅଞ୍ଚଳରେ କ୍ରସର ଯୋଗୁଁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ #jansamasya
Dhenkanal Sadar, Dhenkanal | Jul 18, 2025
ଢେଙ୍କାନାଳ ଗଁଦିଆ ବ୍ଲକ ନିହଲ ପ୍ରସାଦ ଅଞ୍ଚଳରେ ଜଗବନ୍ଧୁ ନାମକ କ୍ରସର ଗଢି ଉଠିଛି ।ଏହି କ୍ରସରଟି ଯୋଗୁଁ ସ୍ଥାନୀୟ ବାସୀନ୍ଦା ଯଥା ନିହଲ...