ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା ଗ୍ରାମ ପରିଦର୍ଶନ କରିଛନ୍ତି ବ୍ଳକର ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା ଗ୍ରାମ ପରିଦର୍ଶନ କରିଛନ୍ତି ବ୍ଳକର ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର । ସେ ଆଜି ଦିନ 10 ଘଣ୍ଟ ସମୟରେ ଗ୍ରାମ ରେ ପହଞ୍ଚି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିବାର ଖବର ମିଳିଛି । ଏହି ଗ୍ରସ୍ତ ସମୟରେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।