ଫୁଲବାଣୀ ସହର: କନ୍ଧମାଳର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫୁଲବାଣୀର ବିଧାୟକ ଶ ଉମା ଚରଣ ମଲ୍ଲିକ, ସ୍ୱାସ୍ଥ୍ୟ ବିଭାଗର ସ୍ଥାୟୀ କମିଟିର ସଦସ୍ୟ
କନ୍ଧମାଳର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫୁଲବାଣୀର ବିଧାୟକ ଶ ଉମା ଚରଣ ମଲ୍ଲିକ, ସ୍ୱାସ୍ଥ୍ୟ ବିଭାଗର ସ୍ଥାୟୀ କମିଟିର ସଦସ୍ୟ, କନ୍ଧମାଳର ଡକ୍ଟର ପି. କେ. ତ୍ରିପାଠୀ, ଡିଏମ୍ଓ (ଏମ୍ଏସ୍), ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି.ଏହି ଯୋଜନା କୁ ସଫଳ ରୂପାୟନ କରିବା ପାଇଁ ବିଧାୟକ ଆହ୍ୱାନ ଦେଇଥୁଲେ.