କେନ୍ଦୁଝର ସହର: ମଇଦାନକେଲ ଦେଓବନ୍ଦ ପୋଖରୀ ନିକଟରେ ହାତୀପଲ, ବନ ବିଭାଗ ରଖିଛି ନଜର
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ମଇଦାନକେଲ ଦେଓବନ୍ଦ ପୋଖରୀ ନିକଟରେ ଆଜି ହାତୀପଲ ଦେଖା ଯାଇଥିଲେ। ଏନେଇ ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସୂଚନା ରହିଛି।