ସୋର: ନରସିଂନଗର ଗ୍ରାମରୁ ଏକ ବାଇକ ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହିତ ୧୨ ଟି ଚୋରି ବାଇକକୁ ଜବତ କରିଛି ସୋର ପୁଲିସ