ସୋରଡା: ସୋରଡ଼ା ଥାନା ଅଧୀନ ରେ ଥିବା ଦାରିଙ୍ଗିବାଡି ଘାଟି ଟି ଅଣଓସାରିଆ ଥିବାରୁ ବାରମ୍ବାର ବିଭିନ୍ନ ସମୟ ରେ ଦୃଘଟଣା ଦେଖାଇବାକୁ ମିଳିଛି
Surada, Ganjam | Nov 23, 2025 ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ଅଧୀନ ରେ ଥିବା ଦାରିଙ୍ଗିବାଡି ଘାଟି ଟି ଅଣଓସାରିଆ ଥିବାରୁ ବାରମ୍ବାର ବିଭିନ୍ନ ସମୟ ରେ ଦୃଘଟଣା ଦେଖାଇବାକୁ ମିଳୁଚି । ତେବେ କେତେବେଳେ ଗୁଗଲ ମେପ କୁ ଭରସା କରି ଡ୍ରାଇଭର ମାନେ ଧୋକା ଖାଉଥିବା ବେଳେ ନୂଆ ଡ୍ରାଇଭର ମାନେ ଅଣ ଓସାରିଆ ଘାଟିର ବୁଲାଣି କୁ ବୁଲାଇ ପାରନ୍ତି ନାହି । ତେବେ ଘୋଷଣାରେ ହି ସୀମିତ ରହିଛି ଘାଟି ପ୍ରଶସ୍ତି କାରଣ କଥା ।ତେବେ ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ ପରିବା ଵୋଝେଇ କରି ଗୋଟିଏ ମିକିଟ୍ରକ ଗୁଗଲ ମେପ୍ କୁ ଭରସା କରି ବାଇମେଲା ନିକଟ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।