କେନ୍ଦୁଝର ସହର: ରିମୁଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ହାଇୱା
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥର ରିମୁଳି ନିକଟରେ ଆଜି ଏକ ହାଇୱା ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ମୃତାହତ ସମ୍ପର୍କରେ ସୂଚନା ମିଳି ପାରି ନ ଥିବା ବେଳେ ଯାତାୟତ ପ୍ରଭାବିତ ହୋଇଥିବା ଦେଖା ଯାଇଥିଲା।