ଜଗତସିଂହପୁର: ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଏମବିକେ,ସିଆରପି ଏବଂ ବ୍ୟାଙ୍କମିତ୍ରମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ