କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ତୈଳ ବୀଜ ଫସଲ କୁ ଅଗ୍ରାଧିକାର ଦେଇ l ବୁଧବାର ମଧ୍ୟାନ୍ହ ୨. ୫୫ସମୟରେ ପାଲଝlର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ତପନ କୁମାର ଦାସ ଙ୍କ ଆଗ୍ରହ କ୍ରମେ ପଲ୍ଲୀ ବିକାଶ କୃଷକ ଉତ୍ପାଦକ ସଂଗଠନ ସହଯୋଗ ରେ ତୈଳବୀଜ ଫସଲକୁ ଅଗ୍ରାଧିକାର ଦେଇ ହରଭଙ୍ଗା ବ୍ଲକର କାନପୁର, ଜିରାଡ଼, ଜୟଉପୁର ଓ ପିତାମ୍ବରପୁର ଗ୍ରାମର ୨୦ଏକରରେ ସୋରିଷ ଚାଷ ପାଇଁ ବିହନ ବଣ୍ଟନ ସାହି l ଚାଷୀକ ବିଭିନ୍ନ ଦୋନଦ ପ୍ରଶ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l