ଫୁଲବାଣୀ ସହର: ଭଏସ ଅଫ ମିଡ଼ିଆର ସାଧାରଣ ବୈଠକ ଅନୁଷ୍ଠିତ
ସଙ୍ଘ ଦେଲା କନ୍ଧମାଳ ର ପ୍ରଥମ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା
ଫୁଲବ
ଭଏସ ଅଫ ମିଡ଼ିଆର ସାଧାରଣ ବୈଠକ ଅନୁଷ୍ଠିତ ।ସଙ୍ଘ ଦେଲା କନ୍ଧମାଳ ର ପ୍ରଥମ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା ର ପ୍ରଥମ କିସ୍ତି ପେନସନ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଠାରେ ଭଏସ ଅଫ ମିଡ଼ିଆର ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଆନ୍ତର୍ଜାତିକ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ l ଏହି ବୈଠକ ରେ କନ୍ଧମାଳ ଜିଲ୍ଲାର ପ୍ରଥମ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା ରେ ସାମିଲ୍ ହୋଇଥିଲେ।