ବୀରମିତ୍ରପୁର: ହାତୀବାରି ଥାନା ଅଞ୍ଚଳର କୋକରମା ଛକଠାରେ ପୋଲିସ ହାବୁଡ଼ରେ ପଡ଼ିଲେ ବେଆଇନ ଗୋରୁ ଚାଲାଣକାରୀ
ହାତୀବାରି ଥାନା ଅଞ୍ଚଳରେ କୋକରମା ଛକଠାରେ ପୋଲିସର ପେଟ୍ରୋଲିଂ ସମୟରେ ବେଆଇନ ଗୋରୁ ଚାଲାଣକାରୀ ପୋଲିସ ହାବୁଡ଼ରେ ପଡ଼ିଲେ।ଏନେଇ ଗୋରୁଙ୍କୁ ଅଟକାଇବା ସହ ଗୋରୁଙ୍କୁ ଅଟକାଇବା ସହିତ ଗୋରୁଙ୍କୁ ଓଡେଇବା ୩ଜଣଙ୍କୁ ଅଟକାଇଥିଲେ।ଏନେଇ ଥାନାରେ ଏକ କେସ ରୁଜ ହେଇଛି।