ଫୁଲବାଣୀ ସହର: ବାଲିଗୁଡା କୁ ଦୁଇ ନିକିଆ ଗସ୍ତ ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,
ବାଲିଗୁଡା କୁ ଦୁଇ ନିକିଆ ଗସ୍ତ ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଏହିଗସ୍ତ ଟି ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ହଈଥିବା ବେଳେ ବାଲିଗୁଡା ରେ ପହଞ୍ଚିବା ପ୍ରଥମେ ଟାଉନ ହଲ ଠାରେ ନେକ୍ସଟ ଜେନ୍ GST କାଯ୍ୟକ୍ରମ ରେ ଯଗ ଦେଈଛନ୍ତି, ଏହି କାଯ୍ୟକ୍ରମ ରେ ଓ୍ୱନ ନେସନ ଓ୍ଶନ ଟେକ୍ସ,ଓ୍ୱନ ମାର୍କେଟ, GST ଫର ବିକଶିତ ଭାରତ ଟ୍ୟାଗ ଲାଇନ ରଖାଯାଇଛି, କାଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସମେତ ବଣିକ ସଂଙ୍ଘର ସଦସ୍ୟ ଉପସ୍ଥିତ ରହି ଭାରତ ଯସ୍ୱଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଐତିହାସିକ ନିଷ୍ପତି ପାଇଁ ସ୍ୱଗତ ଜଣାଇଛନ୍ତି କନ୍ଧମାଳ ସାସଂଦ ସମମେତ ମଞ୍ଚାସିନ ଅତିଥି