କଣ୍ଟାବାଞ୍ଜି: ପବିତ୍ର ରେଜାଙ୍ଗଲା ଶହୀଦ ମାଟି କଳସକୁ ସ୍ୱାଗତ କରି କଣ୍ଟାବାଞ୍ଜିରେ ପ୍ରତିକ୍ରିୟା ରଖିଲେ ବିଧାୟକ ତଥା ଜିଲ୍ଲା ଯାଦବ ମହାସଭା ସଭାପତି