ରାଜଗାଙ୍ଗପୁର: ଆଧାର କାର୍ଡ ରେ ତ୍ରୁଟି ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ବିରଙ୍ଗାପଡା ଗ୍ରାମର ସରଦ କିସାନ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବିରଙ୍ଗାପଡା ଗ୍ରାମର ସରଦ କିସାନ ଙ୍କର ଆଧାର କାର୍ଡ ରେ ତ୍ରୁଟି ରହିଥିବା ଯୋଗୁଁ ସେ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ହୋଇଛନ୍ତି। ଏହି ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରଦ ଦାବି କରିଛନ୍ତିି।