ଫୁଲବାଣୀ ସହର: ଶଙ୍କରାଖୋଲର ବିଜୁ ଜନତା ଦଳର ବରିଷ୍ଠ କର୍ମୀ ତଥା ରେଫରୀ ଭଞ୍ଜ କିଶୋର ପ୍ରଧାନଙ୍କ ପରଲୋକ
Phulabani Town, Kandhamal | Jul 20, 2025
ଚକାପାଦ ବ୍ଲକ ଶଙ୍କରାଖୋଲ ର ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ତଥା ଖେଳପ୍ରିୟ ଭାବେ ଜଣାଶୁଣା ଭଞ୍ଜ କିଶୋର ପ୍ରଧାନ ଆଜି ମୃତ୍ୟୁ ବରଣ କରିଛନ୍ତି...