ହିଞ୍ଜିଳି: ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ୫୯ନଂ ରାଜପଥ ଠାରେ ଘଟିଛି ସଡ଼କ ଦୃଘଟଣା, ଦୃଘଟଣା ରେ କାର ସହ ମୁହାଁମୁହିଁ ଧକ୍କା, କାର ଚାଳକ ଆହତ
Hinjili, Ganjam | Nov 22, 2025 ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାରେ ଘଟିଛି ସଡ଼କ ଦୃଘଟଣା, ଦୃଘଟଣା ରେ କାର ଚାଳକ ସାମାନ୍ୟ ଆହତ, ସୂଚନା ମୁତାବକ ଆଜି ରାତ୍ର ସମୟରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେଉଥିବା ସୂଚନା ପାଇବା ପରେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ି କୁ ଥାନାରେ ଅଟକ ରଖିଥିବା ବେଳେ ଦୁଇ ଡ୍ରାଇଭର ଅଟକ ଥିବା ସୂଚନା.