ଫୁଲବାଣୀ ସହର: ରାଇକିଆ ଥାନା ଅଞ୍ଚଳ ରେ ଦୁଇ ପକ୍ଷ ଗଣ୍ଡଗୋଳ କୁ ନେଇ ରାଇକିଆ ଥାନାରେ ଗୋଟାଏ ମାମଲା ରୁଜୁ ହୋଇଅଛି।
ରାଇକିଆ ଥାନା ଅଞ୍ଚଳ ରେ ଦୁଇ ପକ୍ଷ ଗଣ୍ଡଗୋଳ କୁ ନେଇ ରାଇକିଆ ଥାନାରେ ଗୋଟାଏ ମାମଲା ରୁଜୁ ହୋଇଅଛି। ଲିଖିତ ଅଭିଯୋଗ ପରେ ଟିକାବାଲି ଥାନାରେ 252/2025 ରେ ଏକ ମାମଲା ରୁଜୁ ହୋଇଥିବାର ଉପ ଖଣ୍ଡ ପୋଲିସ ଅଧିକାରୀ ଙ୍କ ପକ୍ଷରୁ ସୂଚନା ପ୍ରଦାନ ହୋଇଅଛି।