Public App Logo
Jansamasya
National
Delhi
Digitalindia
Didyouknow
Pmmsy
Constitutionday
Matsyasampadasesamriddhi
Fitwithfish
Fisheries
Nfdp
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

କବିସୂର୍ଯ୍ୟନଗର: ଏସ. ଛଚିନା ସ୍ଥିତ ଶ୍ରୀ ସାଇବାବା ମନ୍ଦିର ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Kabisuryanagar, Ganjam | Nov 27, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଗିରିପୂଜା ପାହାଡ଼ରେ ବିଜେ ଶ୍ରୀ ଶ୍ରୀ ସାଇବାବା ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ପୂଜା ଅର୍ଚନା ପରେ ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସୁସଜ୍ଜିତ ପାଲିଙ୍କି ରେ ସାଇବାବା ଭକ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମବାସୀ ପୂର୍ଣ୍ଣ କୁମ୍ଭ ଦୀପ ଜାଳି ସ୍ୱାଗତ କରି କୃପା ଲାଭ କରିଥିଲେ । ମନ୍ଦିର ପରିସରରେ ସାଇ କ୍ରିଷ୍ଣା ଭଜନ ସମାରୋହ ଆନୁକୂଲ୍ୟରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

MORE NEWS