ସୁନ୍ଦରଗଡ ସହର: ଦର୍ଲିପାଲି ବାସୀ ନିଆରା ଢଙ୍ଗରେ ପାଳିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75 ତମ ଜନ୍ମ ଦିନ , ଏକ ପେଡ ମା' କେ ନାମ ' ରେ ଲଗାଇଲେ 750
ଆଜି ସେପ୍ଟେମ୍ୱର 17 ତାରିଖ ଗୋଟିଏ ପଟେ ବିଶ୍ଵସ୍ରଷ୍ଟା ଭଗବାନ ବିଶ୍ଵକର୍ମା ଦେବଙ୍କ ପୂଜା ଚାଲିଥିବା ବେଳେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳୁଛି ସାରା ଦେଶ। ଏହି କ୍ରମରେ ଆଜି ଦର୍ଲିପାଲି ବାସୀ ମଧ୍ୟାହ୍ନ 12 ଟା ପାଖାପାଖି ସମୟରେ ଦର୍ଲିପାଲି ହାଇସ୍କୁଲ ପରିସରରେ ସାମୂହିକ ଭାବେ ଏକ ଜୁଟ ହୋଇ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନକୁ ଅଧିକ ସ୍ମରଣୀୟ ଓ ରୁଚିମନ୍ତ କରିବା ନେଇ 750 ଗୋଟି ଫଳ ଚାରା ରୋପଣ କରିଛନ୍ତି। ପ୍ରଧାନ ମନ୍ତ୍ରୀଙ୍କୁ ଏହା ଅଞ୍ଚଳ ବାସୀଙ୍କ ହୃଦୟର ଉପହାର ବୋଲି ମା ମାନେ କହିଛନ୍ତି। କେବଳ ସେତିକି ନୁହେଁ ସମସ୍ତ ଉପସ୍ଥିତ