କେନ୍ଦ୍ରାପଡା: ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ଜିଲାପାଳ ଅଫିସ ଆଗରେ ଜନଶକ୍ତି ପାର୍ଟି ତରଫରୁ ଅନଶନ ଓ ଧାରଣା
Kendrapara, Kendrapara | Jul 17, 2025
କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନଶକ୍ତି ପାର୍ଟି ତରଫରୁ ଆମରଣ ଅନସନ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ରୀ...