ରାୟଗଡା: ସଦଗୁରୁ ଶ୍ରୀ ଅର୍ଜୁନ ଙ୍କ ଜନ୍ମ ଜୟନ୍ତୀ ରେ ଗୁରୁତୀର୍ଥ ଗୁଡିଆବନ୍ଧ ଆଶ୍ରମରେ ବୃକ୍ଷ ରୋପଣ ଅନ୍ତରଝୋଲି ଆଶ୍ରମରେ ଦିବ୍ୟ ସତସଂଘ କାର୍ଯ୍ୟକ୍ରମ
Rayagada, Rayagada | Jul 18, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୁଡିଆବନ୍ଧ ଠାରେ ଆଜି ଗୁରୁ ସଦ ଗୁରୁ ଅର୍ଜୁନ ଙ୍କ ଜନ୍ମ ଜୟନ୍ତୀ ରେ ବୃକ୍ଷ ରୋପଣ ସହ ସତ ସଂଘ କାର୍ଯ୍ୟକ୍ରମ...