ଜଳେଶ୍ବର: ବାପା ଝିଅ ସମ୍ପର୍କରେ ଲାଗିଲା କଳଙ୍କ,ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା,ବାପା କୁ ଗିରଫ କଲା ପୋଲିସ, ରାଜଘାଟ ଅଂଚଳରେ ଘଟିଛି ଘଟଣା
ବାପା ଝିଅ ସମ୍ପର୍କରେ ଲାଗିଲା କଳଙ୍କ ,ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା,ମାର ଅଭିଯୋଗ କ୍ରମେ ପିଶାଚ ବାପାକୁ ଗିରଫ କଲା ପୋଲିସ୍, କୁହାଯାଏ ପିଲା ମାନଙ୍କ ପାଇଁ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ବାପାଙ୍କ କୁଳ, ମାତ୍ର ତାହା ଏବେ ଅସୁରକ୍ଷିତ ମନେ ହେଉଛି,ନିଜର କାମନାର ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ଦୁଷ୍କର୍ମ କରିବାକୁ ପଛାଇଲାନି ପିଶାଚ ବାପା, ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ରାଜଘାଟ ଅଂଚଳରେ,ଆଜି