ନିମାପଡା: ରାସ୍ତା ଦୁର୍ଘଟଣାରେ ନିମାପଡ଼ା - ପାଟପୁର କେନାଲ ବନ୍ଧ ରାସ୍ତାର ଗଡ଼ ଅଣ୍ଢିଆ ଠାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଥାନାରେ ମାମଲା ରୁଜୁ
Nimapada, Puri | Jul 18, 2025
ଗତକାଲି ରାତି ୧୨ଟାରେ ନିମାପଡ଼ା - ପାଟପୁର କେନାଲ ବନ୍ଧ ରାସ୍ତାର ଗଢ଼ ଅଣ୍ଡିଆ ଠାରେ ପାଟପୁର ଗ୍ରାମର ଯୁବ ବ୍ୟବସାୟୀ ଚନ୍ଦନ ନାୟକଙ୍କ ମୃତ୍ୟୁ...