ବୀରମିତ୍ରପୁର: ସୋରଡ଼ା ଗ୍ରାମପଞ୍ଚାୟତରେ ସୋରଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ସେଫଟି ଟାଙ୍କିରେ ପଡ଼ିଥିବା ଗାଈକୁ ଉଦ୍ଧାର କଲେ ନୂଆଗାଁ ଅଗ୍ନିଶମ ବିଭାଗ।
Biramitrapur, Sundargarh | Jul 9, 2025
ପ୍ରାପ୍ତିସୂଚନାନୁସାରେ ସୋରଡ଼ା ଗ୍ରାମପଞ୍ଚାୟତରେ ସୋରଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ସେଫଟି ଟାଙ୍କିରେ ଗୋଟିଏ ଗାଈ ପଡିଯାଇଥିଲା।ଏହି ଖବର ନରେଶ...