ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଝରିପଦର ଗ୍ରାମକୁ ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଶାଖା ପକ୍ଷରୁ ବୀମା ଗ୍ରାମରୂପେ ଘୋଷଣା କରାଯାଇଛି । ଏହି ଘୋଷଣା ଆଜି ଦିନ 10 ଘଣ୍ଟ ସମୟରେ କରାଯାଇଥିବାର ଖବର ମିଳିଥିବା ବେଳ ବ୍ରହ୍ମପୁର ଶାଖାର ଚିପ୍ ମ୍ୟାନେଜର ଗଞ୍ଜି ପ୍ରସାଦ, ବ୍ରାଞ୍ଚ ମ୍ୟାନେଜର କୋମଳକାନ୍ତ ପାତ୍ର, ଡେଭଲ୍ପମେଣ୍ଟ ଅଫିସର ଶିବ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।