ହେବା କୁ ଥିବା ପୂର୍ତ୍ତ ବିଭାଗ ର ଡାକ ବଙ୍ଗଳା ପାଇଁ ଶନିବାର ଦିନ ଅପରାହ୍ନ 1 ତା ରେ ଜମି ଚିହ୍ନଟ କରାଯାଇଛି । ଏହି ବଙ୍ଗଳା ଟି ଜାତୀୟ ରାଜପଥ ସଂପ୍ରସାରଣ ସମୟ ରେ ଉଛେଦ କରାଯାଇଥିବା ବେଳେ ନିର୍ମାଣ ହୋଇ ପାରୁ ନାହି । ଯାହାକି ଏହି ବଙ୍ଗଳା ନିର୍ମାଣ କରିବା ପାଇଁ ବରିଷ୍ଠ ଭାଜପା ନେତା ଅରବିନ୍ଦ ସାହୁ ବୁଧବାର ଦିନ ଅନୁଗୋଳ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିବା ପରେ ଶନିବାର ଦିନ ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ କିଶୋରନଗର ତହସ