କବିସୂର୍ଯ୍ୟନଗର: ବ୍ରହ୍ମପୁର MKCG ଠାରେ ଆୟୋଜିତ ଟିବି ମୁକ୍ତ ପଞ୍ଚାୟତ ସନ୍ନମାନ ରେ ସନ୍ନମାନୀତ ହୋଇଛନ୍ତି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ
ନିଜ ଅଞ୍ଚଳରେ ଟିବି ମୁକ୍ତ କରିବା ଲାଗି ଦିନ ରାତି ଏକ କରିଛନ୍ତି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ନିଜ କୋଦଳା ଅଞ୍ଚଳ ରେ ଟିବି ତଥା ଯକ୍ଷ୍ମା ରୋଗର ନିରାକାର ଓ ସଚେତନତା କରାଇଛନ୍ତି। ଯାହାରୀ ଫଳରେ ଆଜି ଏଠାରେ ସମ୍ମାନିତ ହୋଇଛନ୍ତି ଅଧ୍ୟକ୍ଷ.