ଜି ଉଦୟଗିରି: ସିମନବାଡ଼ି ବଜାର ସମେତ ରାଇକିଆ ରୋଡ୍, ୫୯ ନଂ ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ବାଇକ୍ ଚଳାଇବା ରୁ ଯୁବକ ଦୁଇ ଜଣଙ୍କୁ ଧରିନେଲା
ବାଇକ୍ରେ ସିମନବାଡ଼ି ବଜାର ସମେତ ରାଇକିଆ ରୋଡ୍, ୫୯ ନଂ ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ବାଇକ୍ ଚଳାଇବା ସହ ଷ୍ଟଣ୍ଡ ଦେଖାଉଥିଲେ। ସେହିପରି ଉକ୍ତ ବାଇକ୍ର ସାଇଲେନ୍ସରକୁ ବାହାର କରି ଅଧୂକ ଶବ୍ଦ ବାହାରୁଥିବା ସାଇଲେନ୍ସର ଲଗାଯାଇଛି। ଫଳରେ ବାଇକର । ଏକ୍ସଲେଟର୍ ମୋଡ଼ିଲେ ଅଧୂକ ଶବ୍ଦ ତଥା ବିକଟାଳ ଶବ୍ଦରେ କିଛି ସମୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ଏହି ୩ ଜଣ ଯୁବକ ଗତ କିଛିଦିନ ହେଲା ଅଞ୍ଚଳରେ ଉତ୍ପାତ କରୁଥିବାବେଳେ ଆଜି ପୋଲିସ ପାଟ୍ରୋଲିଂ କରିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ୨ ଜଣଙ୍କୁ ପଚର ରାଉଚରା କରୁଥିବା ବେଳେ ବାଇକ୍ଟି କାହାର ସେନେଇ ଖୋଳତାଡ଼ କରୁଥିବ