ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ କାର୍ଯ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ରଧାମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ l ଦେଶ ବ୍ୟାପି ମା କେ ନାମ ଏକ ପେଡ କାର୍ଯ୍ୟକ୍ରମ ହୋଇ ଥିବାବେଳେ ଏହି ଅବସରରେ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକର 9 ଗୋଟି ପଞ୍ଚାୟତରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 9 ଗୋଟି ପଞ୍ଚାୟତରେ ସର୍ବ ମୋଟ 5000 ଗଛ ବୃକ୍ଷ ରୋପଣ କରାଯାଇଥିବା ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ଦିନ ୨ଟା ସମୟରେ ସୂଚନା ଦେଇଛନ୍ତି।