କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଲି ଗାଁରେ ବ୍ରଜପାତ ଶିକାର ହୋଇ ନା ବାଳକ ଗୁରୁତର
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ମହୁଲବାହାଲି ର ବବଲୁ ମାଝି (୧୪) ସେ ଗାଁ ର ପତ୍ରଫୁଡି ପଟେ ବୁଲିବାକୁ ଯାଇଥିବା ବେଳେ ବ୍ରଜପାତ ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥା ରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଆଣିଥିବା ବେଳେ ସେ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି।